ଆଗାମୀ ପଞ୍ଚାୟତ ନିର୍ବାଚନରେ ଡିଜିଟାଲ ମିଡ଼ିଆର ଭୂମିକା ନେଇ ଓଡ଼ମା ପକ୍ଷରୁ ଆଭାସୀ ମାଧ୍ୟମରେ ଆଲୋଚନା

ଭୁବନେଶ୍ବର: ବର୍ତ୍ତମାନ ସମଗ୍ର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଗୁଲ ବାଜିଲାଣି। କିନ୍ତୁ ସମଗ୍ର ପୃଥିବୀ ତଥା ଆମ ଦେଶ ଓ ରାଜ୍ୟରେ ପ୍ରତିଦିନ ବଢୁଥିବା ମହାମାରୀ କରୋନା ଓ ତାର ନୂଆ ପ୍ରଜାତି ଓମୀକ୍ରାନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ରାଜ୍ୟରେ ଥିବା ସମସ୍ତ ରାଜନୈତିକ ଦଳମାନେ କିଭଳି ପ୍ରଚାର କାର୍ଯ୍ୟକ୍ରମ କରିବେ ସେ ନେଇ ଚିନ୍ତାରେ ଥିବାବେଳେ ,ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଡିଜିଟାଲ … Continue reading ଆଗାମୀ ପଞ୍ଚାୟତ ନିର୍ବାଚନରେ ଡିଜିଟାଲ ମିଡ଼ିଆର ଭୂମିକା ନେଇ ଓଡ଼ମା ପକ୍ଷରୁ ଆଭାସୀ ମାଧ୍ୟମରେ ଆଲୋଚନା